ମୋତେ ବଞ୍ଚାଅ...
ହଠାତ କଟକଟ ହୋଇ ସୁପର୍ଣ ଜଙ୍ଗଲ ର ଗଛ ଗୁଡାକ ତଳେ ପଡିଗଲା | ପ୍ରୁଥିବି ନିଦରୁ ଉଠି ଦେଖିଲା ତା ଛାତି ଗୋତେ ପଟରୁ ଚିରି ହୋଇ ଜାଉଛି | ତା ଉପରେ ଥିବା ତାର ସବୁ ସ୍ବର୍ଣ ସମ୍ପଦ ଗୁଡିକୁ କେହି ଜଣେ ଧ୍ବନ୍ସ କରି ଚଲିଛି | ସିଏ ନିଜକୁ ବଞ୍ଚାଇବାକୁ ଚେସ୍ଟା କରିଲା ବହୁତ ହେଲେ ପାରିଲାନି | ତା ଶରିର ଚରିପଟରୁ କ୍ଷତ ବିକ୍ଷତ ହୋଇଜାଇଛି | ସିଏ ନିରୁପାୟ, କାହାକୁ କହିବ , ୟାକୁ କହିବ ନା ତାକୁ କହିବ ? ଅଣ୍ନିଶ୍ବାସି ହୋଇ ଏପଟ ସେପଟ ଦଉଡୁଥାଏ | ସମସ୍ତେ ତାର ପ୍ରକ୍ରୁତିକ ରୁପକୁ ନୁଜର କ୍ରୁତ୍ରିମ ଲାଳସା ପୁରଣ କରିବା ପାଇଁ କ୍ଷ୍ତାତାକ୍ତ କରି ଚାଲିଛନ୍ତି | ତା କଥାକୁ କେହି ସୁଣି ପାରୁଛି ନା ଦୟା କରୁଛି | ସିଏ ନିରୁପାୟ ନିଶହାୟ ପଂଗୁ ପରି କେବଳ ଚିତ୍କାର କରୁଛି.... ମୋତେ ବଞ୍ଚାଅ.... ମୋତେ ବଞ୍ଚାଅ.... ତାର ଏ ନିଶହାୟ ଆର୍ତନାଦ କୁ ଥଟ୍ଟା କରି ଏ ମଣିଷ ସମାଜ ଉତ୍ତର ଦଉଛି, ହେ ପ୍ରୁଥିବି ତୁ କାହିଁ ଚିନ୍ତା କରୁଛୁ, ତୁ କାହିଁ ଏତେ ଦୁଃଖି, ଆମେ ତ ତୋତେ ଆମ କ୍ରୁତ୍ରିମ ଶକ୍ତି ଆଉ ସବୁଠାରୁ ଗ୍ୟାନି ବିବେକ ଲଗେଇ ଶକ୍ତିଶାଳି, ସୁନ୍ଦର କରୁଛୁ | ଆଜି ତୋ ଶରିର...